Jump to content

ଯୁକ୍ତିମାନ୍

ଉଇକିଅଭିଧାନ‌ରୁ

ଯୁକ୍ତିମାନ୍

ଉଚ୍ଚାରଣ

[ସମ୍ପାଦନା]
(ଯୁକ୍ତିମତୀ—ସ୍ତ୍ରୀ) 

(ଯୁକ୍ତିମତ୍ତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁକ୍ତି+ମତ୍)

[ସମ୍ପାଦନା]
୧. ଚତୁର —୧. Clever.
୨. ଉପାୟ ଉଦ୍ଭାବନରେ ଦକ୍ଷ — Fertile in finding out expedients; inventive.
୩. ଯୁକ୍ତି ଉପରେ ପ୍ରତିଷ୍ଠିତ — ୩. Logical; based on arguments.
୪. ସଂଯୁକ୍ତ —୪. United; joined (Apte)