Jump to content

ଯୁକ୍ତିହୀନ

ଉଇକିଅଭିଧାନ‌ରୁ

ଯୁକ୍ତିହୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍)

[ସମ୍ପାଦନା]
୧. ଅଯୌକ୍ତିକ; ଯାହା ଯୁକ୍ତି— ସିଦ୍ଧ ନୁହେଁ —୧. Unreasonable; not supported by reason.
୨. ଅନ୍ୟାଯ୍ୟ —୨. Illogical; unjust.
୩. ନାଯ୍ୟହେତୁବିହୀନ —୩.
Without reasonable cause.
୪. ସଂଯୋଗ ବା ସମ୍ପର୍କବିହୀନ —୪. Unconnected.