ଯୁକ୍ତି ଯୁକ୍ତ
ଦେଖଣା
ଯୁକ୍ତି ଯୁକ୍ତ
ଉଚ୍ଚାରଣ
[ସମ୍ପାଦନା]ଯୁକ୍ତି ସଂଗତ, ଯୁକ୍ତିସମ୍ମତ ଅନ୍ୟରୂପ
ସଂସ୍କୃତ - ବିଶେଷଣ - (୩ୟା ତତ୍; ଯୁକ୍ତି+ଯୁକ୍ତ)
[ସମ୍ପାଦନା]- ୧. ପୌକ୍ତିକ; ନ୍ୟାଯ୍ୟ; ନ୍ୟୟାନୁମୋଦିତ —୧. Reasonable; logical.
- ୨. କୌଶଳୀ — ୨. Skilful; expert (Apte).
- ୩. ପ୍ରମାଣିତ —୩. Proved; established (Apte);
- ୪. ଯୁକ୍ତିରେ ପ୍ରବୀଣ —୪. Argumentative (Apte).