Jump to content

ଯୁକ୍ତ ନିଦ୍ରାବବୋଧ

ଉଇକିଅଭିଧାନ‌ରୁ

ଯୁକ୍ତ ନିଦ୍ରାବବୋଧ

ଉଚ୍ଚାରଣ

[ସମ୍ପାଦନା]

(ଯୁକ୍ତ ସ୍ୱପ୍ନାବବୋଧ—ଅନ୍ୟରୂପ)

ଯୁକ୍ତ ନିଦ୍ରାବବୋଧା, ଯୁକ୍ତ ସ୍ୱପ୍ନାବବୋଧା ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଯୁକ୍ତ+ନିଦ୍ରା+ ଅବବୋଧ)

[ସମ୍ପାଦନା]

ଯେ ନିୟମିତ ସମୟରେ ନିଦ୍ରିତ ହୁଏ ଓ ନିଦ୍ରା ତ୍ୟାଗ କରେ —One who is given to sleeping and rising in regular hours.