Jump to content

ଯୁଗତ

ଉଇକିଅଭିଧାନ‌ରୁ

ଯୁଗତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଯୁକ୍ତ)

[ସମ୍ପାଦନା]
୧. ଯୁକ୍ତ (ଦେଖ) - —୧. J̄ukta (See).
୨. ଦୈବକ୍ରମେ ଘଟିଥିବା —୨. Happening by chance.

[ଉ—ଉତ୍ଥାନ ଏକାଦଶୀ ବ୍ରତ, ସେଦିନ ହୋଇଛି ଯୁଗତ ଭୂପତି ପ୍ରେମପଞ୍ଚାମୃତ]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଯୁଗତେ; ଘଟନାକ୍ରମେ; ଦୈବକ୍ରମେ —୧. By chance.
୨. ନିଶ୍ଚୟ —୨. Certainly.

[ଉ—ଆମ୍ଭେ ବୋଇଲୁ ଶୁଣ ମାତ, ଧର୍ମ ସେ ଲଙ୍ଘିଲେ ଯୁଗତ ଯଶୋବନ୍ତ ପ୍ରେମଭକ୍ତି ଗୀତା]