Jump to content

ଯୁଗପତ୍

ଉଇକିଅଭିଧାନ‌ରୁ

ଯୁଗପତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ (ଯୁଗ=ଯୋଡ଼ା+ପଦ୍. ଧାତୁ=ଗମନ କରିବା+ କର୍ତ୍ତୃ. କ୍ୱିପ)

[ସମ୍ପାଦନା]

ଏକକାଳୀନ; ଏକକାଳରେ; ଏକ ସମୟରେ ଘଟିବା (ଏକାଧିକ ଘଟଣା) —Simultaneously; at one and the same time (more than one thing taking place).