ଯୁଗପତ୍ର
ଦେଖଣା
ଯୁଗପତ୍ର
ଉଚ୍ଚାରଣ
[ସମ୍ପାଦନା](ଯୁଗପତ୍ରକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଯୁଗୁପର୍ଣ୍ଣିବିଶିଷ୍ଟ —Bipinnated.
ବିଶେଷ୍ୟ -
[ସମ୍ପାଦନା]- ୧. ଯୁଗ୍ମପର୍ଣ୍ଣ ବୃକ୍ଷ; ଯେଉଁ ଗଛର ପତ୍ରମାନ ଯୋଡ଼ା ପୋଡ଼ା ହୋଇ ଅବସ୍ଥିତ — ୧. Any tree the foliage of which is doubly attached to the stem; a tree with Folium Binatum; bipinnated tree.
- ୨. କୋବିଦାର; ରକ୍ତକଞ୍ଚନ; ନାଲି କଞ୍ଚନ ବୃକ୍ଷ — ୨. The mountain ebony tree; Bauhinia Variegata.