Jump to content

ଯୁଗର ରୀତି

ଉଇକିଅଭିଧାନ‌ରୁ

ଯୁଗର ରୀତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଯୁଗର ଗତିରୀତି,ଯୁଗର ରୀତିଗତିଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯୁଗର ଢଙ୍ଗ; ଯୁଗର ଲକ୍ଷଣ —The sign of the times; the spirit of the age.

(ଉ—ପୋଡ଼ି ଯାଉ ଏ ଯୁଗର ରୀତି, ଅଜା ଥାଉଁ ଥାଉଁ ମରଇ ନାତି—ଢଗ)