ଯୁଗଳମୂର୍ତ୍ତି
ଦେଖଣା
ଯୁଗଳମୂର୍ତ୍ତି
ଉଚ୍ଚାରଣ
[ସମ୍ପାଦନା](ଯୁଗଳରୂପ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଯୁଗଳ+ମୂର୍ତ୍ତି)
[ସମ୍ପାଦନା]- ୧. ଲକ୍ଷ୍ମୀନାରାୟଣ, ଶିବ ପାର୍ବତୀ, ରାଧାକୃଷ୍ଣ, ବା ହରିହରଙ୍କ ମୂର୍ତ୍ତି — ୧. An image consisting of ୨ Deities or one God and one Goddess seated or standing together.
- ୨. ରାଧାକୃଷ୍ଣଙ୍କର ଏକତ୍ର ଅବସ୍ଥିତ ମୂର୍ତ୍ତି —୨. The figure assumed by Ṡrīkṛushṇa while embracing Rādhā
- ୩. ଏକତ୍ରାବସ୍ଥିତ ସ୍ୱାମୀ ଓ ସ୍ତ୍ରୀ —୩. The figure of a couple placed side by side.