ଯୁଗଳ କିଶୋର
ଦେଖଣା
ଯୁଗଳ କିଶୋର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକତ୍ରାବସ୍ଥିତ ଯୁବକ ଯୁବତୀ ଦ୍ୱୟ — ୧. A couple consisting of a young man and woman.
- ୨. ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି —୨. The form of Rādhā and Kṛushṇa standing together.
- ୩. ରାଧାଙ୍କ ଆଲିଙ୍ଗନ କରିଥାବ ଶ୍ରୀକୃଷ୍ଣଙ୍କ ରୂପ —୩. The figure of Ṡṛīkṛushṇa embracing Rādhā.
ଦେବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.