ଯୁଗଳ ମନ୍ତ୍ର
ଦେଖଣା
ଯୁଗଳ ମନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକତ୍ରୋଚ୍ଚାରିତ ଦେବତାଯୁଗଳଙ୍କର ମନ୍ତ୍ର — A mystic formula in which the names of ୨ Deities are joined to gether.
[ଦ୍ରଷ୍ଟବ୍ୟ —ଏହି ମନ୍ତ୍ର ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ହରଗୌରୀ, ହରିହର, ଲକ୍ଷ୍ମୀନୃସିଂହ, ପ୍ରଭୃତି ଯୁଗଳ ମୂର୍ତ୍ତିଙ୍କର ମନ୍ତ୍ର ଏହିପରି ଯୁଗଳ ଧ୍ୟାନ, ଯୁଗଳୋପାସନା ହୁଏ)