Jump to content

ଯୁଗାଦି

ଉଇକିଅଭିଧାନ‌ରୁ

ଯୁଗାଦି

ଉଚ୍ଚାରଣ

[ସମ୍ପାଦନା]

(ଯୁଗାନ୍ତୃ—ବିପରୀତ)

ସଂସ୍କୃତ - ବିଶେଷ୍ୟ - [୬ଷ୍ଠୀ ତତ୍; ଯୁଗ+ଆଦି (ଦ୍ୟ)]

[ସମ୍ପାଦନା]
୧. କଳିଆଦି ଯୁଗର ପ୍ରଥମ ଉପସ୍ଥିତ —୧. The advent of an age.
୨. ଗୋଟିଏମହାଯୁଗର ଆରମ୍ଭ —୨. The beginning or dawning of a cycle of ୪ ages.
୩. ତିଥି —୩. Lunar day.