Jump to content

ଯୁଗୁ ବୁଡ଼ୁ

ଉଇକିଅଭିଧାନ‌ରୁ

ଯୁଗୁ ବୁଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତ୍ୟନ୍ତ ବିପନ୍ନ ବା ଆକ୍ରାନ୍ତ ଅବସ୍ଥା; ଅସମ୍ଭାଳ ଅବସ୍ଥା —୧. An unbearable condition; a condition of very trying circumstances.

[ଉ—ରଜାଙ୍କୁ ଘାଏ ଘାଏ, ରାଣୀଙ୍କୁ ଯୁଗ ବୁଡ଼୍—ଢଗ]

୨. ଯୁଗାନ୍ତ ଖଣ୍ଡ ପ୍ରଳୟ —୨. partial deluge or dissolution overtaking the creation at the end of a cycle of ages.