Jump to content

ଯୁଗେଶ

ଉଇକିଅଭିଧାନ‌ରୁ

ଯୁଗେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ରାଶିଚକ୍ରରେ ବୃହସ୍ପତିଙ୍କ ୬ ବର୍ଷର ଗତି ଅନୁସାରେ ପ୍ରତି ପାଞ୍ଚବର୍ଷ ବିଶିଷ୍ଟ ଯୁଗର ଅଧିପତି ଦେବ —(Astronomy) The presiding Deity over each cycle of ୫ of the years of Jupiter.

[ଦ୍ରଷ୍ଟବ୍ୟ —ବୃହସ୍ପତି ମାଘମାସରେ ଧନିଷ୍ଠା ନିକ୍ଷତ୍ରର ପ୍ରଥମାଂଶରେ ଉଦୟ ହେବା ବେଳେ ଏ ଗଣନାର ଆରମ୍ଭ ହୁଏ ବୃହସ୍ପତିଙ୍କ ୬ ବର୍ଷରେ ୫ ବର୍ଷରେ ଗୋଟିଏ ଲେଖାଏଁ ଯୁଗ ହୁଏ ଏପରି ୧୨:ଟି ଯୁଗର ଅଧିପତି ଯଥା କ୍ରମେ ବିଷ୍ଣୁ, ସୁରେଜ୍ୟ, ବଳଭିତ୍, ଅଗ୍ନି, ତ୍ୱଷ୍ଟା, ଉତ୍ତର, ପ୍ରୋଷ୍ଠପଦ, ପିତୃଗଣ, ବିଶ୍ୱ, ସୋମ, ଶକ୍ରାନିଳ, ଅଶ୍ୱି ଓ ଭଗ ଅଟନ୍ତି ପ୍ରତିଯୁଗର ୫ ବର୍ଷର ଯଥାକ୍ରମେ ନାମ, ସଂବତ୍ସର, ପରିବତ୍ସର ଇଦାବତ୍ସର, ଅନୁବତ୍ସର ଓ ଇଦ୍ୱତ୍ସର—ହିନ୍ଦୀ - ଶ]