ଯୁଗ୍ମାନ୍ତାନୁପ୍ରାସ
ଅନୁପ୍ରାସ ବିଶେଷ — A kind of alliteration in rhetoric.
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ପଦ୍ୟରେ ଯୁଗ୍ମନ୍ତାନୁପ୍ରାସ ଦେଖାଯାଏ ଯଥା—ଶରବାର ମାରର ପ଼ଡ଼ିଲା ଭିଦୁଗର ସମକୁ ବଳିଲା ଘାତତର ଅଭିମନ୍ୟୁ ବିଦର୍ବଚିନ୍ତାମଣି]