ଯୁଗ୍ମ ଯମଜ
ଯମକ ବିଶେଷ —A kind of alliteration.
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ପଦଟି ଯୁଗ୍ମ ଯମକ ଅଟେ ଯଥା—କରକରଦନି ? କର କର ଅନୁକମ୍ପା, ଫୁଲ ଶର ଶର ସହି? ସହିବି ମୁଁ କିମ୍ପା ଗୋଲୋକ ଇନ୍ଦୁରେଖା]