ଯୁଗ୍ମ ସ୍ୱର
ଦେଖଣା
ଯୁଗ୍ମ ସ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯୋଗସାଧାନ)
[ସମ୍ପାଦନା]ଚନ୍ଦ୍ରସ୍ୱର ସହିତ ରବିସ୍ୱର ଓ ରବିସ୍ୱର ସହିତ ଚନ୍ଦ୍ରସ୍ୱର ଏକତ୍ର ଥିବା ସ୍ୱର ଓ ଯୋଗ —(J̄oga) The conjunction of the lunar swara with the solar swara.
[ଉ—ଚନ୍ଦ୍ର ମଧ୍ୟେ ରବିସ୍ଥିତି ରବି ଚନ୍ଦ୍ରେ ପୁଣି, ଏମନ୍ତ ବେଳେ ପୁଚ୍ଛିଲେ ଜାଣିବ କୁମାରୀ, ଯୁଗ୍ମସ୍ମର ଏ ବୋଲାଇ ଚିତ୍ତେ ହେତୁ କରି ପ୍ରାଚୀ ଶିବସ୍ୱରୋଦୟ]