Jump to content

ଯୁଗ୍ୟ

ଉଇକିଅଭିଧାନ‌ରୁ

ଯୁଗ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଯୁଗ+ବହିବା ଅର୍ଥରେ ଯ)

[ସମ୍ପାଦନା]
୧. ଯୁଗବାହୀ (ପଶୁ) ୧. Bearing burden by a yoke.
୨. ଯୁଆଳିରେ ଯୋଚା ହେବା ଉପଯୁକ୍ତ —୨. Fit to be yoked.
୩. ଯୁଆଳିରେ ଯୋଚା ହୋଇଥିବା (ପଶୁ) — ୩. Yoked; harnessed (Apte)
୪. (ଅନ୍ୟ ବାହନ ବାଚକ ଶବ୍ଦ ସଙ୍ଗେ ଲାଗେ; ଯଥା ଅଶ୍ୱ ଯୁଗ୍ୟ— ରଥ) ଯୋଚା ହୋଇଥିବା ଜୀବଦ୍ୱାରା ଆକର୍ଷିତ — ୪. Drawn by (an animal) (Apte)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯାନ —୧. Conveyance; vehicle.
୨. ବାହନ; ଯାନବାହୀ ଜୀବ —୨. Draught-animal (Apte.)
୩. ଗାଡ଼ି ଟାଣିବା ଘୋଡ଼ା —୩. Charit-horse. (Apte).
୪. ଗାଡୢ ଆଦି ଟାଣିବା ପାଇଁ ମଣ ହୋଇଥିବା ଜୀବ —୪. An animal trained for the yoke.