Jump to content

ଯୁଗ କୀଳକ

ଉଇକିଅଭିଧାନ‌ରୁ

ଯୁଗ କୀଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଳଦଙ୍କ କାନ୍ଧକୁ ଯୁଆଳିରେ ଅଟକାଇ ରଖିବା ପାଇଁ ଯୁଆଳି ଅଗରେ ବ୍ୟବହୃତ ଖିଲ ବା କୀଳା —The pins attached to the ends of the yoke.

[ଦ୍ରଷ୍ଟବ୍ୟ —ଶଗଡ଼ର ଯୁଆଳିରେ ଲାଗିଥିବା କୀଳାକୁ ବାକୁଲି ଓ ଲଙ୍ଗଳର ଯୁଆଳିରେ ଲାଗିଥିବା କୀଳାକୁ ଶୋଓଳ ବା ଶଇଳ କହନ୍ତି ଶଗଡ଼ର ବାକୁଲି ଉପରଆଡ଼ୁ ଦିଆଯାଏ ଓ ହୁଗୁଳା ଥାଏ ଲଙ୍ଗଳର ଶୋଓଳ ତଳଆଡ଼ୁ ଦୃଢ଼ରୂପେ ଯୁଆଳି ଅଗରେ ସଂଲଗ୍ନ କରାଯାଇ ଥାଏ]