Jump to content

ଯୁଗ ଧର୍ମ

ଉଇକିଅଭିଧାନ‌ରୁ

ଯୁଗ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଯୁଗୋଚିତ ଧର୍ମ)

[ସମ୍ପାଦନା]
୧. ଯୁଗ ଲକ୍ଷଣ (ଦେଖ) - —J̄uga lakshaṇa (See).
୨. ଯୁଗୋଚିତ ଧର୍ମ; ଭିନ୍ନଭିନ୍ନ ଯୁଗରେ କରଣୀୟ ଧର୍ମ — ୨. The spirit of the age; the special conditions or duties or pursuits prescribed for each 'J̄uga'; duties peculiar to a particular age of the world.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ୱର୍ଗୀୟ ରାମଶରଙ୍କର ରାୟଙ୍କ କୃତ ଓଡ଼ିଆ ନାଟକରେ ନାମ — The name of an Oriya drama by the late Rāmaṡaṅkara Rāya