ଯୁଗ ପାର୍ଶ୍ୱଗ
ଦେଖଣା
ଯୁଗ ପାର୍ଶ୍ୱଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯୁଗ+ପାର୍ଶ୍ୱ+ଗମ୍.ଧାତୁ+କର୍ତ୍ତ.ଅ; ଅନ୍ୟ ସଂସ୍କୃତ - ନାମ. ପୃଷ୍ଠବାଟ୍)
[ସମ୍ପାଦନା]ଯୁଆଳି ପାଖରେ ବନ୍ଧା ହୋଇମଣ କରାଯିବା ଦାମୁଡ଼ି ବଳଦ; କର୍ଷଣାଦିର ଅଭ୍ୟାସାର୍ଥ ଯୁଆଳିର ପାର୍ଶ୍ୱରେ ଆବନ୍ଧ ଗବାଦି ଜନ୍ତୁ; ଅଭ୍ୟାସାର୍ଥ ଯୁଆଳିର କଡ଼ରେ ବନ୍ଧା ହୋଇଥିବା ତୃତୀୟ ବଳଦ —The third young ox tied to the end of a yoke by a rope in order to be habituated to the drawing of a cart or a plough.