Jump to content

ଯୁଗ ପୁରୁଷ

ଉଇକିଅଭିଧାନ‌ରୁ

ଯୁଗ ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ; ମ. ପ ଲୋ)

[ସମ୍ପାଦନା]

ଯୁଗୋଚିତ ଭାବକୁ ବା ସଂସ୍କାରକୁ ଯେ ଜନସମାଜରେ ଚଳାଇବା ଲୋକମାନଙ୍କ ମଧ୍ୟରେ ଅଗ୍ରଣୀ —Representative of the age.

(ଯଥା—ଲାଲା ଲାଜପତ୍ରାୟ, ମହାତ୍ମାଗାନ୍ଧି, ବାଳଗଙ୍ଗାଧର ତିଳକ ଏମାନେ ଯୁଗପୁରୁଷ ବା ଯୁଗପ୍ରବର୍ତ୍ତକ ବୋଲି ବିଖ୍ୟାତ)