ଯୁଗ ବୁଡ଼ା
ଦେଖଣା
ଯୁଗ ବୁଡ଼ା
ଉଚ୍ଚାରଣ
[ସମ୍ପାଦନା](ଯୁଗ ବୁଡ଼େଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ଗାଳି)
[ସମ୍ପାଦନା]- ୧. ଅତ୍ୟନ୍ତ ଦୁଷ୍ଟ (ବ୍ୟକ୍ତି); ଯେ ଅନ୍ୟର ସର୍ବ୍ୱନାଶ ଘଟାଏ —୧. Ruinous.
- ୨. ଅତି ଅନ୍ୟାୟ ବା ପାପଜନକ (କର୍ମ) — ୨. Sinful or unrighteous (act).
ବିଶେଷ୍ୟ -
[ସମ୍ପାଦନା]ଯୁଗ ବୁଡୢବା (ଦେଖ) - —J̄uga buṟḍ̠ibā (See)