Jump to content

ଯୁଗ ଯୁଗକୁ

ଉଇକିଅଭିଧାନ‌ରୁ

ଯୁଗ ଯୁଗକୁ

ଉଚ୍ଚାରଣ

[ସମ୍ପାଦନା]

[ଯୁଗ (ଗେ)ଯୁଗେ—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ବହୁଯୁଗ ପର୍ଯ୍ୟନ୍ତ —୧. For a great many years; for ages.
୨. କାଳ କାଳକୁ; ବହୁକାଳକୁ ଦୂର ଭବିଷ୍ୟତ କାଳ ଯାଏଁ —୨. To a longh time; upto a distant future.

[ଉ—ଯାଉଛି ମା? ମୋତେ ଯୁଗେ ଯୁଗେ ମିଳୁ ତୋ ପରି ଜନନୀ ଭବେ ରାଧାନାଥ. ପାର୍ବତୀ]