ଯୁଗ ରାଇଜ କରିବା
ଦେଖଣା
ଯୁଗ ରାଇଜ କରିବା
ଉଚ୍ଚାରଣ
[ସମ୍ପାଦନା](ଯୁଗ ରାଜ୍ୟ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯୁଗ ରାଇଜ କରିବା
|
ଦେଶଜ - କ୍ରି. (ଆଶୀର୍ବାଦ)
[ସମ୍ପାଦନା]- ୧. ବହୁକାଳ ରାଜ୍ୟ ଭୋଗ କରିବା —୧. To reign for a long period.
- ୨. ବହୁକାଳ ସୁଖରେ ସଂସାର ଭୋଗ କରିବା — ୨. To enjoy worldly blessings for a long time.
- ୩. ସୁଖୀ ହୋଇ ଚିରଞ୍ଜୀବୀ ହେବା —୩. To live a long and happy life.
(ଯଥା—ତୁମେ ପୁଅ, ଝିଅ, ନାତି, ନାତୁଣୀ ଘେନି ଯୁଗ ରାଇଜ କର ଆଶୀର୍ବାଦ ବଚନ)