Jump to content

ଯୁଗ ସନ୍ଧି

ଉଇକିଅଭିଧାନ‌ରୁ

ଯୁଗ ସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ଯୁଗ ସନ୍ଧ୍ୟା, ଯୁଗ ସନ୍ଧ୍ୟଂଶଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଏକ ଯୁଗର ଶେଷ ଓ ଅନ୍ୟ ଯୁଗର ଆରମ୍ଭ କାଳ —The junction of two ages; the time about. the end of one and the beginning of another age.