Jump to content

ଯୁଜିର

ଉଇକିଅଭିଧାନ‌ରୁ

ଯୁଜିର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁଜ୍ ଧାତୁ+କର୍ମ. ଇର)

[ସମ୍ପାଦନା]
୧. ଯୁଗ୍ମ; ଯୁଗଳ — ୧. Pair couple.
୨. (+କର୍ତ୍ତୃ. ଇର)—ଯୋଗୀ — ୨. A sage; an anchorite.