Jump to content

ଯୁଜୁତ୍ସୁ

ଉଇକିଅଭିଧାନ‌ରୁ

ଯୁଜୁତ୍ସୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଜାପାନୀଭାଷା)

[ସମ୍ପାଦନା]

ଜାପାନ ଦେଶୀୟ କସ୍ରତ୍ — A kind of athletic feat or westling practised in Jāpan; J̄ujutsu.

[ଦ୍ରଷ୍ଟବ୍ୟ —ଏ କସ୍ରତ୍ରେ ଖେଳୁଆଡ଼ ଖୁବ୍ ନିପୁଣତା ସହକାରେ ବିପକ୍ଷର ଭିନ୍ନ ଭିନ୍ନ ମର୍ମସ୍ଥାନରେ ଆଘାତ କରେ; ଗୋଟିଏ ଗୋଟିଏ ସ୍ଥାନରେ ସାମାନ୍ୟମାତ୍ର ଆଘାତ କଲେ ବିପକ୍ଷ ବଳଶୂନ୍ୟ ଓ ଅସହାୟ ହୁଏ, ଏମନ୍ତ କି, ଭୂମିରେ ପଡୢଯାଏ ଓ ବେଳେ ବେଳେ ପ଼ଞ୍ଚତ୍ୱପ୍ରାପ୍ତ ହୁଏ ଯୁଜୁତ୍ସୁ ଖେଳରେ ବଳଠାରୁ କଳ ବେଶି ଲଗଯାଏ]