Jump to content

ଯୁଜ୍ୟ

ଉଇକିଅଭିଧାନ‌ରୁ

ଯୁଜ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯୁଜ୍. ଧାତୁ+କର୍ମ. ଯ; ବୈଦିକ)

[ସମ୍ପାଦନା]
୧. ସଂଯୁକ୍ତ — ୧. United; connected (Apte).
୨. ରକ୍ତ ସମ୍ପର୍କ ବା ବିବାହାଦି ସମ୍ପର୍କଯୁକ୍ତ —୨. related to (Apte).
୩. ଯୋଗ୍ୟ; ଉପଯୁକ୍ତ —୩. Fit; proper (Apte).
୪. ସମଶ୍ରେଣୀୟ —୪. Of the same class or kind (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁଟୁମ୍ୱ; ସଗୋତ୍ର ବ୍ୟକ୍ତି —୧. A kinsman (Apte).
୨. (+ଭାବ. ଯ) ସଂଯୋଗ; ସମ୍ମେଳନ —୨. Union; connection (Apte).
୩. ରକ୍ତ ସମ୍ପର୍କ —୩. Blood relationship (Apte).