Jump to content

ଯୁଝିବା

ଉଇକିଅଭିଧାନ‌ରୁ

ଯୁଝିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଯୁଧ୍. ଧାତୁ. ପ୍ରା. ଜୁଝ୍. ଧାତୁ)

[ସମ୍ପାଦନା]
୧. ଯୁଦ୍ଧ କରିବା —୧. To fight.

(ଉ—ସଙ୍ଗରେ ଦେଖି ବନ୍ଧୁଜନ, ଦୟାରେ ନ ଯୁଝେ ଅର୍ଜ୍ଜୁନ ଜଗନ୍ନାଥ , ଭାଗବତ)

୨. ବାଗ୍ଯୁଦ୍ଧ କରିବା; କଳି କରିବା —୨. To wrangle; to quarrel.
୩. ପ୍ରାଣ— ପଣେ ଚେଷ୍ଟା କରିବା —୩. To struggle hard.