ଯୁଞ୍ଜାନ
ଦେଖଣା
ଯୁଞ୍ଜାନ
ଉଚ୍ଚାରଣ
[ସମ୍ପାଦନା](ଯୁଞ୍ଜାନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଯୁଜ୍. ଧାତୁ+କର୍ତ୍ତୃ.ଆନ)
[ସମ୍ପାଦନା]- ୧. ଯୋଗା— ଭ୍ୟାସକାରୀ —୧. Practising penance.
- ୨. ଯେଯୋଗ କରେ —୨. Joining; uniting.
- ୩. ଯେ ଯୋଚେ —୩. Yoking.
- ୪. ଉପଯୋଗୀ —୪. Proper; fit (Apte).
- ୫. ସମ୍ପଦଯୁକ୍ତ —୫. prosperous (Apte).
- ୬. କୃତକାର୍ଯ୍ୟ —୬. Successful (Apte).
ବିଶେଷ୍ୟ -
[ସମ୍ପାଦନା]- ୧. ସାରଥି —୧. A Brāhmaṇa.
- ୩. ସର୍ବଜ୍ଞ ବ୍ୟକ୍ତି —୨. An omniscient person.
- ୪. ଯେଉଁ ଯୋଗସାଧକ ଯୋଗାଭ୍ୟାସ କରୁଥାଆନ୍ତି, କିନ୍ତୁ ମୁକ୍ତ ହୋଇ ନାହାନ୍ତି —୪. A person who is engaged in practising J̄oga but has not yet attained salvation.
[ଦ୍ରଷ୍ଟବ୍ୟ —ଏ ଶ୍ରେଣୀର ଯୋଗୀ ସମାଧିଦ୍ୱାରା ସର୍ବଜ୍ଞ ହୁଅନ୍ତି—ହିନ୍ଦୀ - ଶ]