Jump to content

ଯୁତ

ଉଇକିଅଭିଧାନ‌ରୁ

ଯୁତ

ଉଚ୍ଚାରଣ

[ସମ୍ପାଦନା]
(ଯୁତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଣ—(ଯୁ ଧାତୁ=ମିଶ୍ରିତ କରିବା, ଯୋଗ କରିବା+କର୍ମ. ତ; ଏହା ଅନ୍ୟ ଶବ୍ଦ ସହିତ ଯୁକ୍ତ ହୁଏ ଯଥା—ଶ୍ରୀଯୁତ)

[ସମ୍ପାଦନା]
୧. ମିଶ୍ରିତ; ମିଳିତ; ଯୁକ୍ତ —୧. Joined to; connected with; united with; combined with.
୨. ସଂଯୁକ୍ତ —୨. Attached to; being in contact with.
୩. ପୃଥକ୍କୃତ —୩. Separated (Apte).
୪. (ଗୁଣାଦି ଦ୍ୱାରା) ଶୋଭିତ; ଭୂଷିତ —୪. Endowed with; possessed of
୫. ଅପୃଥଗ୍ଭୂତ —୫. Unseparated from; identical with.
୬. ପର୍ଣ୍ଣ; ପୂରିତ —୬. Filled with.
୭. ଆବୃତ —୭. Coversed with (Apte).
୮. ବନ୍ଧା ଯାଇଥିବା —୮. Fastened to (Apte).
୯. (ଅମୁକର) ସଙ୍ଗେ ଥିବା, ଅନୂଚର—ପରିବୃତ —୯. Accompanied or attended by (a person).
୧. ବେଷ୍ଟିତ —୧୦ Surrounded by.
୧୧. ପୋଚା ହୋଇଥିବା — ୧୧. Yoked too

ବିଶେଷ୍ୟ -

[ସମ୍ପାଦନା]
୧. ବରକନ୍ୟା — ୧. A newly married couple; bridegroom and bride.
୨. ଦୈର୍ଘ୍ୟର ପରିମାଣ ବିଶେଷ; ଚିରିହାତ —୨. A length of ୪ cubits.
୩. (+ଭାବ. ତ) ଯୋଗ; ମିଳନ; ବିବାହ — ୩. Meeting; union; marriage (Apte);
୪. (+କରଣ ତ) ଯୋତ; ଗାଡ଼ି ଆଦିରେ ପଶୁ ଯୋଚିବାର ଦଉଡ଼ି —୪. Rope for yoking beasts to carts etc.