Jump to content

ଯୁତିବା

ଉଇକିଅଭିଧାନ‌ରୁ

ଯୁତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଯୁ. ଧାତୁ, ଯୂଜଧାତୁ)

[ସମ୍ପାଦନା]

ଗୋରୁ ଆଦି ପଶୁଙ୍କୁ ଶଗଡ଼ରେ ବା ଗାଡ଼ିରେ ବା ହଳରେ ଲଗାଇବା — To yoke beasts to a cart or plough.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

କର୍ଷଣ କରିବା — To plough.