Jump to content

ଯୁଦ୍ଧଶାଳୀ

ଉଇକିଅଭିଧାନ‌ରୁ

ଯୁଦ୍ଧଶାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ— ୧ (ଯୁଦ୍ଧ+ଅଛି ଅର୍ଥରେ ଶାଳିନ୍, ୧ମା ୧ବ.)

[ସମ୍ପାଦନା]
୧. ଯୁଦ୍ଧ କର୍ମରେ ବ୍ୟାପୃତ — ୧. Engaged in fighting.

[ଉ ସାତ୍ୟକି ବ୍ୟାଘ୍ର ମୁଖଁ ଉବୁରି ସୈନ୍ୟ ଛେଳି, ଯେ ଗଳେ ସେ ଆଉ ନୋହିଲେ ଯୁଦ୍ଧଶାଳୀ କୃଷ୍ଣସିଂହ ମହାଭାରତ ଦ୍ରୋଣ଼ ]

୨. ଯୁଦ୍ଧରେ ବିକ୍ରମୀ; ଯୁଦ୍ଧ ପ୍ରିୟ — ୨. Valiant; heroic; warlike (Apte).