Jump to content

ଯୁଦ୍ଧାକାଙ୍କ୍ଷୀ

ଉଇକିଅଭିଧାନ‌ରୁ

ଯୁଦ୍ଧାକାଙ୍କ୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ଯୁଦ୍ଧାକାଙ୍କ୍ଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)

[ସମ୍ପାଦନା]

ଯୁଦ୍ଧ କରିବା ପାଇଁ ଇଚ୍ଛୁକ — Desirious of war.