Jump to content

ଯୁଦ୍ଧାଜୀବ

ଉଇକିଅଭିଧାନ‌ରୁ

ଯୁଦ୍ଧାଜୀବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯୁଦ୍ଧ ଅଟେ ଆଜୀବ=ଜୀବିକା ଯାହାର)

[ସମ୍ପାଦନା]
୧. ଯୋଦ୍ଧା —୧. Warrior.
୨. ସୈନ୍ୟରୂପେ ଜୀବିକା ନିର୍ବାହ କରିବା ବ୍ୟକ୍ତି — ୨. A soldier by profession; a mercenary soldier.