Jump to content

ଯୁଦ୍ଧୋନ୍ମତ୍ତ

ଉଇକିଅଭିଧାନ‌ରୁ

ଯୁଦ୍ଧୋନ୍ମତ୍ତ

ଉଚ୍ଚାରଣ

[ସମ୍ପାଦନା]
(ଯୁଦ୍ଧୋନ୍ମତ୍ତା—ସ୍ତ୍ରୀ) 

(ଯୁଦ୍ଧେନ୍ମତ୍ତତା—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

ରଣମଦରେ ପାଗଳ — Frantic with battle-rage.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାବଣର ଭାଇ ମହୋଦର ରାକ୍ଷସର ନାମ —Name of a brother of Rābaṇa.

[ଦ୍ରଷ୍ଟବ୍ୟ —ଏ ନୀଳ ନାମକ ବାନରଦ୍ୱାରା ହତ ହୋଇଥିଲା— ହିନ୍ଦୀ - ଶବ୍ଦସାଗର]