ଯୁଦ୍ଧ କାରକ
(ଯୁଦ୍ଧକାରୀ—ଅନ୍ୟରୂପ)
(ଯୁଦ୍ଧ କାରିକା, ଯୁଦ୍ଧ କାରିଣୀ—ସ୍ତ୍ରୀ)
ଯେ ଯୁଦ୍ଧରେ ପ୍ରବୃତ୍ତ ଥାଏ — Fighting; making war; contending.