Jump to content

ଯୁଦ୍ଧ ନିବୃତ୍ତି

ଉଇକିଅଭିଧାନ‌ରୁ

ଯୁଦ୍ଧ ନିବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୫ମୀ ତତ୍; ଯୁଦ୍ଧ+ନିବୃତ୍ତି)

[ସମ୍ପାଦନା]
୧. ଯୁଦ୍ଧବନ୍ଦ ହେବା —୧. Cessation of hostilities, armistice.
୨. ସନ୍ଧି — ୨. Truce.