Jump to content

ଯୁଦ୍ଧ ପରାଙୁଖ

ଉଇକିଅଭିଧାନ‌ରୁ

ଯୁଦ୍ଧ ପରାଙୁଖ

ଉଚ୍ଚାରଣ

[ସମ୍ପାଦନା]
(ଯୁଦ୍ଧପରାଙ୍ମୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)

[ସମ୍ପାଦନା]
୧. ଯୁଦ୍ଧ କରିବାକୁ କୁଣ୍ଠିତ —୧. Unwilling to fight; averse to war.
୨. ଯେ ଯୁଦ୍ଧ ଭୂମିରୁ ପଳାଇ ଯାଉଥାଏ —୨. Fleeing from the bttlefield; fugitive.