Jump to content

ଯୁଦ୍ଧ ପୋତ

ଉଇକିଅଭିଧାନ‌ରୁ

ଯୁଦ୍ଧ ପୋତ

ଉଚ୍ଚାରଣ

[ସମ୍ପାଦନା]

(ଯୁଦ୍ଧ ତରୀ—ଅନ୍ୟରୂପ)

ସ. ବି—(ମ.ପ. ଲେ)

[ସମ୍ପାଦନା]

ରଣତରୀ; ଯେଉଁ ଜାହାଜରେ ଚଢ଼ି ଯୋଦ୍ଧାମାନେ ଅପର ପକ୍ଷ ସଙ୍ଗେ ଯୁଦ୍ଧ କରନ୍ତି — Warship; man-o-war.

(ଦ୍ର—ଆଜିକାଲି ନାନା ପ୍ରକାର କଳ, କୌଶଳ ଓ ଆଗ୍ନେୟାସ୍ତ୍ରଯୁକ୍ତ ଜାହାଜମାନ ପାଶ୍ଚାତ୍ୟ ରଣକୁଶଳ ଜାତିମାନେ ଆବିଷ୍କାର ଓ ବ୍ୟବହାର କରୁଅଛନ୍ତି ଯଥା:— ତୋପ ଜାହାଜ —Gun ship.

ବୁଡ଼ା ଜାହାଜ — Torpedo.

ବୁଲା ଜାହାଜ —Cruiser.

ଉଡ଼ାଜାହାଜ —Sea plane.)