Jump to content

ଯୁଦ୍ଧ ପ୍ରାପ୍ତ

ଉଇକିଅଭିଧାନ‌ରୁ

ଯୁଦ୍ଧ ପ୍ରାପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍)

[ସମ୍ପାଦନା]
୧. ଯୁଦ୍ଧରେ ବନ୍ଦୀକୃତ ବ୍ୟକ୍ତି (ହିନ୍ଦୀ - ଶ.) —୧. Taken as a prisoner of war.

[ଦ୍ରଷ୍ଟବ୍ୟ —ସ୍ମୁତିଶାସ୍ତ୍ର ମତରେ ବାର ପ୍ରକାର ଦାସଙ୍କ ମଧ୍ୟରୁ ଯୁଦ୍ଧପ୍ରାପ୍ତ ଦାସ ଏକତମ]

୨. ଯୁଦ୍ଧରେ ମିଳିଥିବା (ଧନାଦି) —୨. Taken as booty in war.