Jump to content

ଯୁଦ୍ଧ ବିଭାଗ

ଉଇକିଅଭିଧାନ‌ରୁ

ଯୁଦ୍ଧ ବିଭାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସରକାରଙ୍କ ପଲଟଣ ବିଭାଗ; ସୈନ୍ୟ ବିଭାଗ — The military department.

[ଦ୍ରଷ୍ଟବ୍ୟ —ଆଧୁନିକ ଯୁଦ୍ଧ ବିଭାଗର ଅନେକଗୁଡିଏ ଉପବିଭାଗ ଅଛି ଯଥା—ସ୍ଥଳ ସୈନ୍ୟ ବିଭାଗ —The Army department.

ନୌ ବିଭାଗ —The Navy department; Admirality.

ବ୍ୟୋମଯାନ ବିଭାଗ —The Air department.

ସ୍ୱେଚ୍ଛା ସୈନ୍ୟ ବିଭାଗ —The Volunteer department.

ରସଦ ଯୋଗାଇବା ବିଭାଗ —The Supply or Commissariat department.

ସୈନ୍ୟ ସଂଗ୍ରହକାରୀ ବିଭାଗ —The recruiting department.

ପୂର୍ତ୍ତ ବିଭାଗ —The Engineering department.

ଅସ୍ତ୍ର ଓ ବାରୁଦରଷା ବିଭାଗ —The Ammunition department.

ଏହିପରି ନାନା ଉପବିଭାଗର ସୃଷ୍ଟି ଓ ନାମକରଣ ହୋଇ— ଅଛି]