ଯୁଦ୍ଧ ଭୂମି
(ଯଦ୍ଧ ଭୂଇଁ—ଦେଶଜ - ରୂପ)
[ଯୁଦ୍ଧଭୂ—ଅନ୍ୟରୂପ]
ଯୁଦ୍ଧ କ୍ଷେତ୍ର; ରଣ ଭୂଇଁ — Battle-field; seat of war.