Jump to content

ଯୁଦ୍ଧ ସୃଷ୍ଟି

ଉଇକିଅଭିଧାନ‌ରୁ

ଯୁଦ୍ଧ ସୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯୁଦ୍ଧଭୂମି; ଯୁଦ୍ଧକ୍ଷେତ୍ର —Battle-field.

(ଉ—ଏ ସକାଶୁଁ କୁଆପଥର ପରି ବୃଷ୍ଟି, ହୁଅନ୍ତେ ଶରେ ପୂରିଗଲା ଯୁଦ୍ଧସୃଷ୍ଟି କୃଷ୍ଣସିଂହ. ମହାଭାରତ ଦ୍ରୋଣ)