Jump to content

ଯୁଧାଜିତ୍

ଉଇକିଅଭିଧାନ‌ରୁ

ଯୁଧାଜିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁଧା=ଯୁଦ୍ଧ+ଜି ଧାତୁ=ଜୟ କରିବା+କର୍ତ୍ତୃ. କିପ୍)

[ସମ୍ପାଦନା]
୧. କେକୟ ରାଜପୁତ୍ର; ଭରତଙ୍କ ମାମୁଁ ଓ କୌକେୟୀଙ୍କ ଭାଇ —୧. The maternal uncle of prince Bharata.
୨. ଯଦୁ ଦଂଶୀୟ ବୃଷ୍ଣିଙ୍କ ପୁତ୍ର — ୨. Name of a prince of the J̄adu dynasty.
୩. କୃ ଙ୍କର ଜନୈକ ପୁତ୍ର (ହିନ୍ଦୀ - ଶ) —୩. Name of a son of Kṛushṇa