Jump to content

ଯୁଧାନ

ଉଇକିଅଭିଧାନ‌ରୁ

ଯୁଧାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁଧ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଯୋଦ୍ଧା — ୧. Warrior.
୨. ସୈନିକ —୨. Soldier.
୩. କ୍ଷତ୍ରିୟ —୩. A person of the military caste amongst the Hindus.
୪. ଶତ୍ରୁ — ୪. Enemy; adversary.