ଯୁଧ୍ୟ
ଦେଖଣା
ଯୁଧ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯୁଦ୍ଧ)
[ସମ୍ପାଦନା]- ୧. ଯୁଦ୍ଧ —୧. Battle.
- ୨. ବାଗ୍ଯଦ୍ଧ —୨. Wrangling.
ଯୁଧ୍ୟ
ଉଚ୍ଚାରଣ
[ସମ୍ପାଦନା](ଯୁଧ୍ୟା—ସ୍ତ୍ରୀ)
ଗ୍ରାମ୍ୟ - ବି—(ସଂସ୍କୃତ - ଯୁଦ୍ଧ)
[ସମ୍ପାଦନା]ଯୁଦ୍ଧ —Battle; fighting.
ସଂସ୍କୃତ - ବିଶେଷଣ - ପୁଂ. (ଯୁଧ ଧାତୁ+କର୍ମ ଯ)
[ସମ୍ପାଦନା]ଯାହା ସଙ୍ଗେ ଯୁଦ୍ଧ କରା ଯାଇ ପାରେ (ହିନ୍ଦୀ - ଶ) — With whom one can fight.