ଯୁବ
ଦେଖଣା
ଯୁବ
ଉଚ୍ଚାରଣ
[ସମ୍ପାଦନା]ଯନୀ, ଯୁବତି[ତୀ]ସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁବନ୍ ଶବ୍ଦ; ୧ମା. ୧ବ)
[ସମ୍ପାଦନା]- ୧. ତରୁଣ — ୧. Young'; youthful.
- ୨. ଶ୍ରେଷ୍ଠ; ଅତ୍ୟୁତ୍ତମ — ୨. Best; excellent.
- ୩. ବଳିଷ୍ଠ; ନିସର୍ଗ— ବଳଶାଳୀ —୩. Endowed with natural strength.
- ୪. ସୁନ୍ଦର —୪. Graceful; well-built.
ବିଶେଷ୍ୟ -
[ସମ୍ପାଦନା]- ୧୬. ଠାରୁ ୩ ବର୍ଷବୟସ୍କ ପୁରୁଷ — A youth between the ages of ୧୬ and ୩୦ years.
[ଦ୍ରଷ୍ଟବ୍ୟ —୧୬: ବର୍ଷ ବୟସ ପର୍ଯ୍ୟନ୍ତ ବାଳ, ୩ ବର୍ଷ ପର୍ଯ୍ୟନ୍ତ ଯୁବା, ୭ ବର୍ଷ ପର୍ଯ୍ୟନ୍ତ ପ୍ରୌଢ଼, ୯ ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ଓ ୯ରୁ ଊର୍ଦ୍ଧ୍ୱ ବର୍ଷୀୟାନ୍]
ଦେଶଜ - ବିଣ
[ସମ୍ପାଦନା]ଯୁବତୀ — Youthful (woman).