ଯୁବଜାନି
ଯୁବତୀର ପତି; ଯାହାର ସ୍ତ୍ରୀ ଯୁବତୀ ଅଟେ — A man having a young wife.
[ତୁଳନା କର—ସୀତାଜାନି, ପାର୍ବତୀଜାନି, ରାକାବିଭାବରୀ— ଜାନି—ଇତ୍ୟାଦି)